ଶକ୍ତିପ୍ରସାଦ ନାଥ ଅଧିକୃତ ଚ୍ୟାନେଲ ଓଡିଶା ସରକାରୀ� ଚାକିରୀ ପରୀକ୍ଷାଗୁଡ଼ିକ ପାଇଁ ପ୍ରସ୍ତୁତିର ଏକ ମୁଖ୍ୟ ସ୍ତ୍ରୋତ। ଏଠାରେ ନିୟମିତ ଲାଇଭ କ୍ଲାସ, ବର୍ତ୍ତମାନ ଘଟଣାବଳୀ ଅଦ୍ୟତନ, ଓଡିଶା ଜିକେ ମାରାଥନ ଏବଂ ପି�ିଏଫ୍ ସାମଗ୍ରୀ ପ୍ରଦାନ କରାଯାଇଥାଏ। ଓଡିଆରେ ପ୍ରଦତ୍ତ ଏହି ସାମଗ୍ରୀ ଓଡିଶାର ପରୀକ୍ଷା ପସନ୍ଦକାରୀଙ୍କୁ ଲକ୍ଷ୍ୟ କରି ତିଆରି କରାଯାଇଛି।
ଉଚ୍ଚମାନର ଶିକ୍ଷାମୂଳକ ସାମଗ୍ରୀ ସହିତ ନିୟମିତ ଲାଇଭ କ୍ଲାସର ଏକ ନିରନ୍ତର ପ୍ରବାହ।
ଓଡିଶା ସରକାରୀ ଚାକିରୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଏବଂ ପସନ୍ଦକାରୀ, ମୁଖ୍ୟତଃ ୧୮-୩୫ ବର୍ଷ ବୟସର।
educational, tutorials, announcements
daily
positive
Belum ada ulasan
Jadilah yang pertama berbagi pengalaman Anda dengan kanal ini.
ଓଡିଶା ପ୍ରଥମ ହେଇ ମଧ୍ୟ ଦ୍ଵିତୀୟ 🥺🥺 କେମିତି,??? ଜାଣନ୍ତୁ Khelo India Tribal Games ର Details....... https://youtube.com/shorts/oCy3dKwnavg?feature=share
6th April current affairs 👇 https://www.youtube.com/live/0EJmGSUO_3o?si=m0xqd6xUA3ALCmqr
6 ଏପ୍ରିଲ, ଭୁବନେଶ୍ୱର Lower PMG ଏହା କେବଳ ଏକ ତାରିଖ ନୁହେଁ… ଏହା ଆମ ଜୀବନର ଟର୍ନିଂ ପଏଣ୍ଟ! ସେହି ଦିନ ଆମେ ପ୍ରମାଣ କରିବା— ଯେତେବେଳେ ଯୁବ ଶକ୍ତି ଏକତ୍ରିତ ହୁଏ,କୌଣସି ଶକ୍ତି ଆମକୁ ରୋକି ପାରିବ ନାହିଁ।ଭାଇ ଓ ଭଉଣୀମାନେ,ଆଜି ଯଦି ଆମେ…
ଆସିଗଲା current 🤦♂️ ଆସିଯାଆନ୍ତୁ...... ବାକି ତକ ସରିଦବା https://www.youtube.com/live/UfZTPxfHTbE?si=MpSOF4q4TpZN1II4
ଏବେ ବି ଚାଲିଛି 🫣 ଏବେ odia ଆରମ୍ଭ ହେଲା..... ଆସିଯାଆନ୍ତୁ ସବୁ cover ହବ.... https://www.youtube.com/live/UfZTPxfHTbE?si=ZhSQ81DdcS7Y5w3X
Sandhya 6 pai tahele ready ta??? https://www.youtube.com/live/-5fi0W_GOFg?si=qbHnlqCsTlROfw_y
Hello Everyone So Here's the Playlist of ODISHA GK ( for all Exams) https://youtube.com/playlist?list=PLFXcTW-rjz_szyc0VOWmZRTVkSWGgytPR&si=Oo6Z1ETlKzxfq1Mi Yaku nihati thare dekhiki jibe exam a…
Hello Everyone So Here's the Playlist of Economic Survey & Budget of both India & Odisha jouta mu Theory & MOCK classes karithili.. Exam agaru nihati dekhi niantu.. Sabu exam ra CA part pai bahut im…
Pdf 👆👆 ( THEORY + MCQS) ସବୁ exam ପାଇଁ Very Important Class link : ( MUST WATCH) https://www.youtube.com/live/nRxopT2W0kk?si=3gLaTstP7wWXMZi6 For other such videos, link:https://t.me/gkbysaimam
Pdf 👆👆 ସବୁ exam ପାଇଁ ଥରେ ନିହାତି ଦେଖି ନେବେ Class link : ( A MUST FOR ALL) https://www.youtube.com/live/eKsHbc8Brl4?si=gFnEZWQrOeWcpjRu Other such pdf download link : https://t.me/gkbysaimam